AI-Powered Interview Preparation Toolkit- Odia

Swetaleena Panda

profile
AI-Powered Interview Preparation Toolkit- Odia
profile
Digital Product

ଆଜିକାଲି ଅନେକ ଛାତ୍ରଛାତ୍ରୀ AI tools (ChatGPT ଇତ୍ୟାଦି) ବ୍ୟବହାର କରୁଛନ୍ତି, କିନ୍ତୁ ସଠିକ୍ ଭାବରେ କେମିତି use କରିବେ ତାହା ଜାଣିନାହାନ୍ତି।

ଏହି AI-Powered Interview Preparation Toolkit ଆପଣଙ୍କୁ ଶିଖାଇବ , AI କୁ କେମିତି smart ଭାବରେ use କରି job preparation କରିବେ।

ଏହି prompt book ଭିତରେ ଅଛି 8ଟି powerful AI prompts ଯାହା ଆପଣଙ୍କୁ :

  1. Interview preparation କରିବା
  2. Industry trends ବୁଝିବା
  3. Practical skills develop କରିବା
  4. Mock interview practice କରିବା
  5. Job role ବିଷୟରେ clear understanding ପାଇବା ଇତ୍ୟାଦିରେ ସାହାଯ୍ୟ କରିବ।

ସହଜ ଭାଷାରେ କହିଲେ:

AI କୁ ଠିକ୍ ପ୍ରଶ୍ନ ପଚାରିବା ସିଖିଲେ, ଆପଣ ନିଜେ ନିଜର career coach ହୋଇପାରିବେ।

FREE