Data ରୁ ଧନ- 1.5 GB ର ପ୍ରକୃତ ଶକ୍ତି with Sambit Kumar

Best Seller

Data ରୁ ଧନ- 1.5 GB ର ପ୍ରକୃତ ଶକ୍ତି

Digital Product

About this product

📘 DATA ରୁ ଧନ — ୧.୫ GB ର ପ୍ରକୃତ ଶକ୍ତି

ଆମେ ପ୍ରତିଦିନ Mobile Data ବ୍ୟବହାର କରୁଛୁ। କିନ୍ତୁ ସେହି Data କେବଳ Reels ଦେଖିବାରେ ଖର୍ଚ୍ଚ ନକରି, ନୂଆ କିଛି ଶିଖିବା, Content Create କରିବା ଏବଂ Online Income ପାଇଁ କିପରି ବ୍ୟବହାର କରିହେବ?

ଏହି eBook ରେ ଆପଣ ସରଳ ଭାବରେ ଜାଣିପାରିବେ:

• Data କୁ କିପରି Smart ଭାବରେ ବ୍ୟବହାର କରିବେ

• Scroll କୁ Learning ରେ କିପରି ପରିବର୍ତ୍ତନ କରିବେ

• Mobile ରୁ Content Create କରିବାର ଉପାୟ

• Online Income ପାଇଁ ଆରମ୍ଭ କେଉଁଠାରୁ କରିବେ

• ଆପଣଙ୍କ ୧.୫ GB Data ର ପ୍ରକୃତ ଶକ୍ତି କ’ଣ

💰 ମୂଲ୍ୟ: କେବଳ ₹39

📥 Payment ପରେ eBook ଆପଣ Digital ଭାବରେ ପାଇବେ।

₹29